ଡେଲଟା ପ୍ଲସ ଭେରିଏଂଟ ବାବଦରେ ଅଧିକ ଅନୁଧ୍ୟାନ ଚାଲିଛି : ଡିଏମଇଟି
ଭୁବନେଶ୍ୱର- ଡେଲଟା ପ୍ଲସ୍ ଭେରିଏଂଟକୁ ନେଇ ଅଧିକ ଅନୁଧ୍ୟାନ ଚାଲିଛି । ଟିକା ନେଇଥିବା ଲୋକଙ୍କ କ୍ଷେତ୍ରରେ କଣ ପ୍ରଭାବ ରହିବ ସେ ନେଇ ବି ଅନୁଧ୍ୟାନ କରାଯାଉଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।
ସେ କହିଛନ୍ତି ଯେ, କିଛି ଦେଶରେ ଡେଲଟା ପ୍ଲସ ଭେରିଏଂଟ ଦେଖାଦେଇଛି । ଏହାକୁ…