ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଆରମ୍ଭରେ ବିଳମ୍ବ, ବର୍ଷା ଧୋଇନେଲା ପ୍ରଥମ ସେସନ୍
ସାଉଥମ୍ପଟନ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଆରମ୍ଭରୁ ବର୍ଷା ବାଧକ ସାଜିଛି । ପ୍ରଥମ ଦିନର ପ୍ରଥମ ସେସନ୍ ଧୋଇ ହୋଇଯାଇଛି । ଆଜି ସକାଳୁ ସାଉଥମ୍ପଟନରେ ଲଗାଣ ବର୍ଷା ଜାରି ରହିଛି । ଏପରିକି ଟସ୍ ବି ସମ୍ଭବ ହୋଇନାହିଁ । ଫଳରେ ପ୍ରଥମ ସେସନର ଖେଳ…