ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ମୁମ୍ବାଇକୁ ସ୍ଥାନାନ୍ତର ହୋଇପାରେ

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୧ ର ଅଧିକାଂଶ ଅବଶିଷ୍ଟ ମ୍ୟାଚ୍ ମୁମ୍ବାଇକୁ ସ୍ଥାନାନ୍ତର କରାଯାଇପାରେ | ବିସିସିଆଇ ସୂତ୍ରରୁ ପ୍ରକାଶ ଯେ ଏଥିପାଇଁ ମୁମ୍ବାଇରେ ସମସ୍ତ ବ୍ୟବସ୍ଥା କରାଯାଉଛି। ସୋମବାର ଦୁଇ କେକେଆର୍ ଖେଳାଳି ବରୁଣ ଚକ୍ରବର୍ତ୍ତୀ…

ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ଜଗମୋହନଙ୍କ ପରଲୋକ

ନୂଆଦିଲ୍ଳୀ: ଦୁଇ ଥରର ଜାମ୍ମୁକାଶ୍ମୀର ରାଜ୍ୟପାଳ ଜଗମୋହନ ମଲହୋତ୍ରାଙ୍କ ସୋମବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା । ଜଗମୋହନ ପ୍ରଥମେ ୧୯୮୪ରୁ ୧୯୮୯ ପର୍ଯ୍ୟନ୍ତ ଜାମ୍ମୁ-କାଶ୍ମୀରର ରାଜ୍ୟପାଳ ହୋଇଥିଲେ । ଏହାପରେ ସେ ୧୯୯୦ରୁ…

ଟିକା ଅଭାବରୁ ରାଜ୍ୟର ୧୧ଟି ଜିଲ୍ଲାରେ ଆଜି ଟିକାକରଣ ବନ୍ଦ

ଭୁବନେଶ୍ୱର- ଟିକା ଅଭାବରୁ ଆଜି ରାଜ୍ୟରେ ୧୧ଟି ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ । ବାଲେଶ୍ୱର, ବରଗଡ, ବୌଦ୍ଧ, କଟକ, ଗଜପତି, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ଆଜି ଟିକା ଦିଆଯାଉ ନାହିଁ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା…

କୋରାପୁଟରେ ପଣସ ବୋଝେଇ ଟ୍ରକରୁ ଗଂଜେଇ ଜବତ

କୋରାପୁଟ – ପଣସ ବୋଝେଇ ଟ୍ରକରୁ ଗଂଜେଇ ଜବତ । କୋରାପୁଟର ଟିକାପୁଟ ଛକରୁ ଏର ପଣସ ବୋଝେଇ ଟ୍ରକରେ ଗଂଜେଇ ଚାଲାଣ ହେଉଥିବା ବେଳେ ଲମତାପୁଟ ଓ ମାଛକୁଣ୍ଡ ପୋଲିସ ଜବତ କରିଛି । ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରାଯାଇଛି । ମାଛକୁଣ୍ଡରୁ ଆନ୍ଧ୍ରର ଗୁଂଟୁରକୁ ଚୋରାଚାଲାଣ ହେଉଥିଲା ଗଂଜେଇ । ଗିରଫ…

ସାମ୍ବାଦିକଙ୍କୁ କୋରୋନା ଯୋଦ୍ଧା ମାନ୍ୟତା ପାଇଁ ନବୀନ ସରକାରଙ୍କ ନିଷ୍ପତ୍ତିକୁ ରାଜ୍ୟପାଳଙ୍କ ପ୍ରଶଂସା

ଭୁବନେଶ୍ୱର-ରାଜ୍ୟରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ସମ୍ମୁଖ ଭାଗ କୋରୋନା ଯୋଦ୍ଧା ଭାବେ ମାନ୍ୟତା ଦେବା ପାଇଁ ନବୀନ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ମହାମାରୀ ବେଳେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସାମ୍ବାଦିକମାନେ ସକ୍ରିୟ ଭୂମିକା ଗ୍ରହଣ…

ଗଞ୍ଜାମ ଜିଲ୍ଲା କନିଷି ହାଟ ମିନି କଂଟେନମେଂଟ ଜୋନ୍ ଘୋଷିତ

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍‌ର କନିଷି ହାଟ ମିନି କଂଟେନମେଂଟ୍ ଜୋନ୍ ଘୋଷିତ ହୋଇଛି । ଜଣେ ଫଳ ବ୍ୟବସାୟୀ ପଜିଟିଭ ଚିହ୍ନଟ ପରେ ତହସିଲଦାର ଏହି ପଦକ୍ଷେପ ନେଇଛନ୍ତି । ଆସନ୍ତା ୭ ଦିନ ଯାଏ କନିଷି ହାଟ ବନ୍ଦ ରହିବ । ରବିବାର ସାପ୍ତାହିକ ହାଟକୁ ନ ଆସିବାକୁ ଲୋକଙ୍କୁ…

ମଧ୍ୟ ପ୍ରଦେଶ: ୯୯% କୁମ୍ଭ ଫେରନ୍ତା କରୋନା ପଜିଟିଭ୍‌, ୨୨ ତୀର୍ଥଯାତ୍ରୀଙ୍କ ପତ୍ତା ମିଳୁନି

ଭୋପାଳ: କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ମଧ୍ୟରେ କୁମ୍ଭମେଳା ଆୟୋଜନ ନେଇ ବୁଦ୍ଧିଜୀବୀ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମହଲରେ ପ୍ରଶ୍ନ ଉଠିଥିଲା । କୁମ୍ଭମେଳା ସଂକ୍ରମଣର ‘ସୁପର ସ୍ପ୍ରେଡର’ ସାଜିବ ବୋଲି ଯାହା ଆଶଙ୍କା କରାଯାଉଥିଲା, ତାହା ଏବେ ସତ ହେବାରେ ଲାଗିଛି । ମଧ୍ୟ ପ୍ରଦେଶର କୁମ୍ଭମେଳା…

ଭାରତରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ପାର୍

‌ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ପ୍ରକୋପ ଜାରି ରହିଛି । କ୍ରମାଗତ ସପ୍ତମ ଦିନ ଦେଶରେ ସାଢ଼େ ତିନି ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ଆସିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩,୫୭,୨୨୯ ନୂଆ ମାମଲା ସାମ୍ନାକୁ ଆସିଛି । ଏଥିସହ ଭାରତ ସଂକ୍ରମଣରେ ଆଉ ଏକ ଅଲୋଡ଼ା ରେକର୍ଡ ସୃଷ୍ଟି କରିଛି । ଆମେରିକା…