ଦିଲ୍ଲୀର ବାତ୍ରା ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ଡାକ୍ତରଙ୍କ ସମେତ ୮ କୋଭିଡ୍ ରୋଗୀ ମୃତ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ ସଙ୍କଟ ଜାରି ରହିଛି । ଅକ୍ସିଜେନ ଅଭାବରୁ ବାତ୍ରା ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସମେତ ୮ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ହସ୍ପିଟାଲର ଡାଇରେକ୍ଟର ଡକ୍ଟର ସୁଧାଂଶୁ ବାନ୍‌କାଟାଙ୍କ ସୂଚନା ଅନୁସାରେ, ଗତକାଲି ରାତି…

‘ମୋ ସ୍କୁଲ ଅଭିଯାନ’ : ଯୋଡି ହୋଇଛନ୍ତି ୫ ଲକ୍ଷ ୬୦ ହଜାର ଆଲୁମିନି, ୧୨୧ ଦଶମିକ ୨୬ କୋଟିର ପ୍ରକଳ୍ପ ଅନୁମୋଦିତ

ଭୁବନେଶ୍ୱର- ରାଜ୍ୟ ସରକାରଙ୍କ ଅଭିନବ ‘ମୋ ସ୍କୁଲ୍ ଅଭିଯାନରେ ୫ ଲକ୍ଷ ୬୦ ହଜାର ଆଲୁମିନି ଯୋଡି ହୋଇଛନ୍ତି । ଏଯାବତ୍ ଏହି ଅଭିଯାନରେ ୩୩ ହଜାର ସ୍କୁଲ୍ ସାମିଲ ହୋଇଛନ୍ତି । ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ୧୨୧ ଦଶମିକ ୨୬ କୋଟି ପ୍ରକଳ୍ପ ଅନୁମୋଦିତ ହୋଇଛି । ମୋ ସ୍କୁଲ ଅଭିଯାନର ୨୪ତମ…

କୋରୋନା ମୁକାବିଲା : ମାଲକାନଗିରରେ ଗୋଟିଏ ଏଏଲଏସ ସହ ୪ଟି ଆମ୍ବୁଲାନ୍‌ସ ଲୋକାର୍ପିତ

ମାଲକାନଗିରି – ମାଲକାନଗିରି ଜିଲ୍ଲାରେ କୋଭିଡ ମହାମାରୀ ବିରୋଧରେ ଲଢେଇ ଦୃଢ କରିବା ପାଇଁ ଚାରିଟି ଆମ୍ବୁଲାନ୍ସକୁ ଜିଲ୍ଲାବାସୀଙ୍କୁ ଉତ୍ସର୍ଗ କରାଯାଇଛି । ଏଥିମଧ୍ୟରେ ଗୋଟିଏ ଆଡଭାନସଡ୍ ଲାଇଫ ସେଭିଂ ( ଏଏଲଏସ ) ଆମ୍ବୁଲାନଓ ରହିଛି । ଜିଲ୍ଲାପାଳ ଡକ୍ଟର ୟେଦୁଲ୍ଲା ବିଜୟ…

ଆରଜେଡିର ବାହୁବଳୀ ନେତା ମହମ୍ମଦ ଶାହାବୁଦ୍ଦିନଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ବାହୁବଳୀ ନେତା ତଥା ପୂର୍ବତନ ସାଂସଦ ମହମ୍ମଦ ଶାହାବୁଦ୍ଦିନଙ୍କ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଛି । ସେ କରୋନାରେ ସଂକ୍ରମିତ ହୋଇଥିଲେ। ତିହାର ଜେଲର ଡିଜି କହିଛନ୍ତି ଯେ ମହମ୍ମଦ ଶାହାବୁଦ୍ଦିନ କୋଭିଡ୍ ରେ ସଂକ୍ରମିତ ହେବା ପରେ ଦିଲ୍ଲୀର…

ନୟାଗଡ ଜିଲ୍ଲାରେ ବାହାଘର ଭୋଜି ଖାଇ ଜଣେ ମୃତ, ୭୦ ଅସୁସ୍ଥ

ନୟାଗଡ- ନୟାଗଡ ଓଡଗାଁ ଥାନା ବାଙ୍କତରା ଗାଁରେ ବାହାଘର ଭୋଜି ଖାଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ ଜଣ ଅସୁସ୍ଥ ହୋଇପଡିଛନ୍ତି । ମୃତକ ଜଣେ ମହିଳା । ୨୦ ଗୁରୁତର ଅସୁସ୍ଥଙ୍କୁ ଓଡଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ବାହାଘର ମଙ୍ଗନ ଭୋଜିର ଖାଦ୍ୟ ବିଷାକ୍ତ ହୋଇଥବା ସନ୍ଦେହ କରାଯାଉଛି ।…

କରୋନାରେ ଅଭିନେତା ବିକ୍ରମଜିତ୍‌ଙ୍କ ପରଲୋକ

ମୁମ୍ବାଇ: ଫିଲ୍ମ ଏବଂ ଟିଭି ଅଭିନେତା ବିକ୍ରମଜିତ କନୱରପାଲଙ୍କ କରୋନାରେ ପରଲୋକ ହୋଇଯାଇଛି । ତାଙ୍କୁ ୫୨ ବର୍ଷ ହୋଇଥିଲା । ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ବିକ୍ରମଜିତ ଅନେକ ଫିଲ୍ମ ଓ ଟିଭି ସିରିଏଲ୍‌ରେ ବିଭିନ୍ନ ପାଶ୍ୱର୍ ଭୂମିକାରେ ଅଭିନୟ କରିଥିଲେ । ନିକଟରେ ତାଙ୍କୁ କିଛି ୱେବ୍…

ସାପ୍ତାହିକ ହାଟରୁ ଲସି ପିଇ ୬୦ରୁ ଅଧିକ ଅସୁସ୍ଥ

ମାଲକାନଗିରି- ମାଲକାନଗିରି ଜିଲ୍ଲା କାଲଦା ପଂଚାୟତରେ ଅଭାବନୀ ଘଟଣା । ଲସି ପିଇ ବିଭିନ୍ନ ଗାଁର ୬୦ରୁ ଅଧିକ ଲୋକ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । ଗତକାଲି ସାପ୍ତାହିକ କୁର୍ତ୍ତି ହାଟରୁ ସେମାନେ ଲସି ପିଇଥିଲେ । ସବୁ ଅସୁସ୍ଥଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରେ କିଛି…