ଗଞ୍ଜାମ ଜିଲ୍ଲା ପ୍ରଶାସନର ‘ରାଜସ୍ୱ ରଥ‘ କାର୍ଯ୍ୟକ୍ରମ ଆପଣାଇବା ପାଇଁ ଅନ୍ୟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ଚିଠି

ଭୁବନେଶ୍ୱର- କୋରୋନା ମହାମାରୀ ଯୋଗୁଁ ଲକଡାଉନ ଓ ସଟଡାଉନରେ ଅଫିସ କାମ ବାଧାପ୍ରାପ୍ତ ହୋଇଛି । ଲୋକଙ୍କୁ ଅଫିସ ଯିବା ନେଇ ବି କଟକଣା ରହିଛି । ତେବେ, ଜମିଜମା ଓ ଅନ୍ୟ ରାଜସ୍ୱ ସଂପର୍କିତ କାମ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଭିନବ ରାଜସ୍ୱ ରଥ ମଡେଲ୍ ଆପଣାଇବାକୁ ଅନ୍ୟ ଜିଲ୍ଲାପାଳଙ୍କୁ…

ଇସ୍ରାଏଲ-ହାମାସ୍ ସଂଘର୍ଷ, ଭାରତୀୟ ମହିଳାଙ୍କ ସମେତ ୨୮ ମୃତ

ଗାଜା ସିଟି: ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସ୍ ମଧ୍ୟରେ ସଂଘର୍ଷ ତେଜିବାରେ ଲାଗିଛି । ଉଭୟ ପକ୍ଷରୁ ପରସ୍ପର ଉପରକୁ ରକେଟ୍ ମାଡ଼ ହୋଇଛି । ମଙ୍ଗଳବାର ଗାଜା ସିଟିରେ ଅବସ୍ଥିତ ଦୁଇଟି ବଡ଼ କୋଠାକୁ ଇସ୍ରାଏଲ ଟାର୍ଗେଟ କରିଥିଲା । ଏହାର ଜବାବୀ ହମଲାରେ ହାମାସ ଏବଂ…

କରୋନା ସଙ୍କଟ: ଦେଶରେ ଦିନକରେ ରେକର୍ଡ ୪୨୦୫ ମୃତ, ଅଢ଼ଇ ଲକ୍ଷ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ବିପଦ ଥମି ନାହିଁ। ପ୍ରତିଦିନ ରେକର୍ଡ ସ୍ତରରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହି ମହାମାରୀ ବର୍ତ୍ତମାନ ସୁଦ୍ଧା ୨.୫ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଲାଣି | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ…

ସ୍କୁଲ୍ ନାମଲେଖା ଅବଧି ଜୁନ ୩୦ ଯାଏଁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ବଢୁଥିବା ଦୃଷ୍ଟିରୁ ସ୍କୁଲଗୁଡିକରେ ଚାଲିଥିବା ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି । ଏହି ମାସ ଶେଷ ସୁଦ୍ଧା ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା ସାରିବାକୁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଥିଲା…

ରାଜ୍ୟରେ ୧୦ ହଜାର ୯୮୨ ନୂଆ କୋରୋନା ଆକ୍ରାନ୍ତ, ୧୭ ମୃତ

ଭୁବନେଶ୍ୱର- ରାଜ୍ୟରେ ୧୦ ହଜାର ୯୮୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୫୩୯ ଓ ସୁନ୍ଦରଗଡରୁ ୯୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୮୮୫, ଅନୁଗୁଳରୁ ୫୩୯, ସମ୍ବଲପୁରରୁ ୪୫୪, ବରଗଡରୁ ୪୩୧, ବଲାଙ୍ଗୀରରୁ ୪୨୬,…

କାମ ଦେଲା ସଫଳ ରଣନୀତି: ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ନିମ୍ନଗାମୀ

୨୦ ଦିନରେ ଛିଡା ହେଲା ବିରାଟ ସାସ୍ଥ୍ୟ ଭିତ୍ତିଭୂମି ସମ୍ବଲପୁର : ପଡ଼ୋଶୀ ଛତିଶଗଡ଼ରେ କରୋନାର ଦ୍ବିତୀୟ ଲହର ଭୟଙ୍କର ରୂପେ ବ୍ୟାପିବା ପରେ ଏହା ପଶ୍ଚିମ ଓଡ଼ିଶାକୁ ଗ୍ରାସ କରିଥିଲା । ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ସ୍ଥିତି ବେକାବୁ ଅବସ୍ଥାକୁ ଚାଲି ଆସିଥିଲା । ତେବେ ମୁଖ୍ୟମନ୍ତ୍ରୀ…

ଝାରସୁଗୁଡା ବନ୍ଧବାହାଲରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର- ଝାରସୁଗୁଡା କୋଭିଡ ହସପିଟାଲରେ ଭେଂଟିଲେଟର ଆଇସିୟୁ ଶଯ୍ୟା ବୃଦ୍ଧି ପାଇବ । ଆଉ ୨୦ଟି ଭେଂଟିଲେଟର ଆଇସିୟୁ ଶଯ୍ୟା ବ୍ୟବସ୍ଥା କରାଯିବ । ଏହାଛଡା ବନ୍ଧବାହାଲରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ହେବ । ଝାରସୁଗୁଡା ଜିଲ୍ଲାପାଳଙ୍କ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…