Browsing Category

ଦେଶ

ଇଭିଏମ୍ ବ୍ୟବହାର ବନ୍ଦ କରିବାକୁ ନେଇ ଆଦେବନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ - ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍‌)ର ବ୍ୟବହାର ବନ୍ଦ କରିବା ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି…

ଲଭ୍ ଜିହାଦ ଆଇନର ବୈଧତା ନେଇ ଶୁଣାଣି କରିବେ ସୁପ୍ରିମକୋର୍ଟ, ଦୁଇ ରାଜ୍ୟକୁ ନୋଟିସ୍

ନୂଆଦିଲ୍ଲୀ - ବିବାହ ଆଳରେ ଧର୍ମ ପରିବର୍ତ୍ତନକୁ ରୋକିବା ପାଇଁ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଅଣାଯାଇଥିବା ବିବାଦୀୟ ‘ଲଭ୍ ଜିହାଦ୍‌’…

ଇସ୍ରୋ ବୈଜ୍ଞାନିକ ତପନ ମିଶ୍ରଙ୍କ ଅଭିଯୋଗ : ତିନି ବର୍ଷ ତଳେ ବିଷ ଦେଇ ତାଙ୍କୁ ମାରିବାକୁ ଉଦ୍ୟମ…

ବେଙ୍ଗଳୁରୁ- ଇସ୍ରୋରେ ଅବସ୍ଥାପିତ ବୈଜ୍ଞାନିକ ତପନ ମିଶ୍ର ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ବୈଜ୍ଞାନିକ ମିଶ୍ର ଦାବି କରିଛନ୍ତି ଯେ,…

କରୋନା ଅପଡେଟ୍‌: ଦେଶରେ ଆଉ ୧୮ ହଜାର ନୂଆ ମାମଲା, ମୃତ୍ୟୁ ସଂଖ୍ୟା ଦେଢ଼ଲକ୍ଷ ଟପିଲା

ନୂଆଦିଲ୍ଲୀ – ଦେଶରେ ଗତ ୨୪ ଘଣ୍ଟାରେ ଆଉ ୧୮,୦୮୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଏହି ରୋଗରେ ଆଉ ୨୬୪ ଜଣଙ୍କ ମୃତ୍ୟୁ ବି ଘଟିଛି ।…

ଚଳିତମାସ ୨୯ରୁ ସଂସଦର ବଜେଟ ଅଧିବେଶନ, ଫେବ୍ରୁଆରୀ ପହିଲାରେ ଆଗତ ହେବ ସାଧାରଣ ବଜେଟ୍

‌ନୂଆଦିଲ୍ଲୀ – ସଂସଦର ବଜେଟ୍ ଅଧିବେଶନ ଏହି ମାସ ୨୯ ତାରିଖରୁ ଆରମ୍ଭ ହେବ । ଏଥର ଅଧିବେଶନ ଦୁଇଟି ପର୍ଯ୍ୟାୟରେ ବସିବ । ବଜେଟ୍ ଅଧିବେଶନର…

ଶ୍ମଶାନ ଛାତ ଭୁଶୁଡିବା ଘଟଣା: ଅଭିଯୁକ୍ତ ବିରୋଧରେ ଏନ୍‌ଏସ୍‌ଏ ଲାଗିବ

ଲକ୍ଷ୍ନୌ – ଉତ୍ତର ପ୍ରଦେଶ ମୁରାଦନଗର ଶ୍ମଶାନ ଛାତ ଭୁଶୁଡିବା ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି…

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଭାରତ ଗସ୍ତ ବାତିଲ

ନୂଆଦିଲ୍ଲୀ - ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ନିଜ ଭାରତ ଗସ୍ତ ବାତିଲ କରିଦେଇଛନ୍ତି। ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ…

ମମତାଙ୍କୁ ଆଉ ଏକ ଝଟକା: ଇସ୍ତଫା ଦେଲେ କ୍ରୀଡ଼ାମନ୍ତ୍ରୀ ଲକ୍ଷ୍ମୀରତନ ଶୁକ୍ଲା

କୋଲକାତା - ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଙ୍ଗଳବାର ଆଉ ଏକ ଝଟକା ଲାଗିଛି । କ୍ରୀଡ଼ାମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର…

ଆରୋପ-ପ୍ରତ୍ୟାରୋପ ପରେ ମିଳିତ ବିବୃତି ଜାରି କଲେ ଭାରତ ବାୟୋଟେକ ଓ ସେରମ୍‌: ଟିକା ବିତରଣ ସୁଗମ…

ନୂଆଦିଲ୍ଲୀ - ପରସ୍ପରର ଟିକା ନେଇ ଆରୋପ-ପ୍ରତ୍ୟାରୋପ ପରେ ଭାରତର ଦୁଇ ବଡ଼ ଟିକା ଉତ୍ପାଦନକାରୀ କମ୍ପାନୀ ଭାରତ ବାୟୋଟେକ୍ ଓ ସେରମ୍…