Browsing Tag

.

ରାଜ୍ୟରେ ଆଉ ୮ ହଜାର ୫୨୦ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ କୋରୋନାର ସଂକ୍ରମଣର ନିମ୍ନଗତି ଜାରି ରହିଛି । ଲଗାତର ଦ୍ୱିତୀୟ ଦିନ ଓଡିଶାରେ ଦୈନିକ ସଂକ୍ରମଣ ୯ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮ ହଜାର ୫୨୦ । ଏମାନଙ୍କ ମଧ୍ୟରେ ୯୩୭ ଜଣ ହେଉଛନ୍ତି ଶିଶୁ ଓ କିଶୋର । ସଙ୍ଗରୋଧରୁ ୪ ହଜାର ୯୪୧ ଓ…

ଦିନକରେ ଆସିଲା ୨.୮୨ ଲକ୍ଷ ନୂଆ ମାମଲା, ୪୪୧ ମୃତ, ପଜିଟିଭିଟି ହାର ୧୪.୪୩%ରୁ ୧୫.୧୩%କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନାର ଦୈନିକ ସଂକ୍ରମଣରେ ୧୮% ବୃଦ୍ଧି ଘଟିଛି। ଏହା ସହିତ ଓମିକ୍ରନ୍ ମାମଲା ମଧ୍ୟ ବିପଜ୍ଜନକ ଭାବେ ବୃଦ୍ଧି ପାଉଛି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାର ଦୁଇ ଲକ୍ଷ ୮୨ ହଜାର ୯୭୦ ନୂଆ ମାମଲା ରିପୋର୍ଟ ହୋଇଛି । ଦିନକରେ ଆଉ ୪୪୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ…

ରାଜ୍ୟରେ ଆଉ ୧୧ ହଜାର ୮୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ।ପଇଁ ୧୧ ହଜାର ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୮୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬ ହଜାର ୪୩୧ ଏବଂ ସ୍ଥାନୀୟ ଅଂଚଳରୁ ୪ ହଜାର ୬୫୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ…

ଡିସେମ୍ବର ପ୍ରଥମ ସପ୍ତାହରେ ଓଡିଶାରେ ବାତ୍ୟା ଆଶଙ୍କା

ଭୁବନେଶ୍ୱର- ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୨୯ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବଳୟ ଅଧିକ ଘନୀଭୂତ ହୋଇ ବଙ୍ଗୋପସାଗରରେ ବାତ୍ୟାର ରୂପେ ନେବା ପୂର୍ବାନୁମାନ କରାଯାଇଛି । ଡିସେମ୍ବର ୩ ତାରିଖ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବା ଆଶଙ୍କା କରାଯାଉଛି । ବାତ୍ୟା ହେଲେ ଏହା…

ନିର୍ମାଣ ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ନିର୍ମାଣ ଶ୍ରମିକମାନଙ୍କ ପାଇଁ ଘୋଷିତ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନର ଆଜି ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ମାଣ ଶ୍ରମିକମାନଙ୍କ ପାଇଁ ୩୮୫ କୋଟି ଟଙ୍କାର କୋଭିଡ ସହାୟତା ନେଇ ପୂର୍ବରୁ ଘୋଷଣା କରିଥିଲେ । ଆଜି ସଂଧ୍ୟାରେ ସେମାନଙ୍କୁ ସହାୟତା ପ୍ରଦାନର…

ରେଶମ ସହରରୁ ବିପୁଳ ପରିମାଣରେ ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ ଜବତ

ବ୍ରହ୍ମପୁର- ରେଶମ ସହର ବ୍ରହ୍ମପୁରରେ ବିପୁଳ ପରିମାଣରେ ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ ଜବତ ହୋଇଛି । ସହରର ବଡବଜାର ଥାନା ପାଣ୍ଡବ ନଗରରେ ଗୋଷାଣୀ ନୂଆଗାଁ ପୋଲିସ ଚଢାଉ କରି ଭେଜାଲ ହଳଦୀ ଓ ଲଙ୍କାଗୁଣ୍ଡ ଜବତ କରିଛି । ଦୁଇଟି ମେସିନ ମଧ୍ୟ ଜବତ କରିଛି ପୋଲିସ । ଏକ ଘର ଭିତରେ ମେସିନ…

କରୋନା ଅପଡେଟ୍‌: ଭାରତରେ ଗତ ୨୪ ଘଣ୍ଟାରେ ୨୪,୦୧୦ ନୂଆ ଆକ୍ରାନ୍ତ, ୩୫୫ ମୃତ

ନୂଆଦିଲ୍ଲୀ – ଭାରତର ଗତ ପାଞ୍ଚ ଦିନ ଧରି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାରରୁ କମ୍ ରହିଛି । ଗତ ୨୪ ଘଣ୍ଟାରେ ଆଉ ୨୪,୦୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଗତକାଲି ତୁଳନାରେ ୯% କମ୍ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ମୋଟ କରୋନା ସଂକମ୍ରିତ ସଂଖ୍ୟା ୯୯ ଲକ୍ଷ ୫୬…