Browsing Tag

Bhubneswar MP Aparajita Sarangi

ନିଜ ଦଳରେ ଅଲୋଡ଼ା ଅପରାଜିତା, ମୁଖ୍ୟମନ୍ତ୍ରୀ ଆଶାରେ ଧାଁ ଦୌଡ଼ ବେଳେ ନିଜ ଦଳରୁ କୁଠାରଘାତ

ଭୁବନେଶ୍ବର : ନିଜର ନିର୍ବାଚନ ମଣ୍ଡଳୀ ଭୁବନେଶ୍ବରରେ । ହେଲେ ମୁଖ୍ୟମନ୍ତ୍ରୀ ଆଶାରେ ସେ ସାରା ରାଜ୍ୟ ବୁଲି ବୁଲି ଏବେ ଠୁ ମଇଦାନ ପ୍ରସ୍ତୁତି ଆରମ୍ଭ କରୁଥିଲେ । ଠିକ୍ ଏତିକି ବେଳେ ଚଢୁଆ ମାଛର ମୁଣ୍ଡରେ ବାଡି ଭଳି ସ୍ଥିତି ସୃଷ୍ଟି ହୋଇଛି ମାଡାମ୍ ଅପରାଜିତାଙ୍କ କ୍ଷେତ୍ରରେ । ତାଙ୍କୁ ଖୋଦ୍…

ବାଇ-ଲ’ ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦଙ୍କୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପ୍ରଶ୍ନ

ଭୁବନେଶ୍ୱର- ଏକାମ୍ର କ୍ଷେତ୍ରରେ ଏନଏମଏର ପ୍ରସ୍ତାବିତ ବାଇ-ଲ’ ପ୍ରସଙ୍ଗରେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ୪ଟି ପ୍ରଶ୍ନ ପଚାରିଛନ୍ତି । ମନ୍ତ୍ରୀ ଅଶୋକ ପଣ୍ଡା ପ୍ରଶ୍ନ କରିଛନ୍ତି ଯେ, ସଂସଦଠୁ ବଳି ବଡ ଫୋରମ ଆଉ କ’ଣ ଅଛି କି ?…

‘ଅପରାଜିତା ନିଖୋଜ’ ପୋଷ୍ଟର ମରା ଗଣ୍ଡଗୋଳ ଘଟଣାରେ ସାଂସଦଙ୍କ ପିଏ ସମେତ ଦୁଇ ଗିରଫ

ଭୁବନେଶ୍ୱର- ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ନିଖୋଜ ବୋଲି ରାଜଧାନୀରେ ବିଭିନ୍ନ ସ୍ଥାନରେ ପୋଷ୍ଟର ମରା ଘଟଣାକୁ ନେଇ ଗଣ୍ଡଗୋଳ ମାମଲାରେ ପଛରେ ସାଂସଦଙ୍କ ପିଏଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ପୋଷ୍ଟର ମରା ଘଟଣାକୁ ନେଇ ଗଣ୍ଡଗୋଳ ଆରମ୍ଭ ହେଲା ପରେ ଦୁଇ ଜଣଙ୍କୁ ଗିରଫ…

ଏନଏମଏ ବାଇ-ଲ’ : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନୀରବତାକୁ କଡା ସମାଲୋଚନା, ଟ୍ୱିଟରରେ ଟ୍ରେଣ୍ଡ୍ କଲା…

ଭୁବନେଶ୍ୱର-ଶ୍ରୀଲିଙ୍ଗରାଜ ମନ୍ଦିର ସଂପର୍କିତ ଏନଏମଏର ପ୍ରସ୍ତାବିତ ବାଇ- ଲ’ ପ୍ରତ୍ୟାହାର ହୋଇ ନାହିଁ । ଏହା ଦ୍ୱାରା ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି । ଏନଏମଏର ପ୍ରସ୍ତାବିତ ବାଇ-ଲ’ପ୍ରତ୍ୟାହାର ନେଇ ଦାବି ଜୋର୍ ଧରିଥିବା ବେଳେ ଭୁବନେଶ୍ୱର ବିଜେପି…

ଏକାମ୍ର କ୍ଷେତ୍ର ପ୍ରକଳ୍ପ ବାଧାପ୍ରାପ୍ତ ନେଇ ଭୁବନେଶ୍ୱର ସାଂସଦଙ୍କ ନୀରବତାକୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମାଲୋଚନା

ଭୁବନେଶ୍ୱର- ଏକାମ୍ର କ୍ଷେତ୍ର ପ୍ରକଳ୍ପ ବାଧାପ୍ରାପ୍ତ ନେଇ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନୀରବତାକୁ ପ୍ରଶ୍ନ କରି ସମାଲୋଚନା କରିଛନ୍ତି ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା । ପ୍ରକଳ୍ପରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଭୁବନେଶ୍ୱରବାସୀ କେବେ କ୍ଷମା ଦେବେ…