Browsing Tag

COVID-19 Positive

କାରୋନା ଅପଡେଟ୍‌: ୫୮ ଦିନ ପରେ ଦୁଇ ହଜାର ତଳକୁ ଖସିଲା ମୃତ୍ୟୁ ସଂଖ୍ୟା, ଆଉ ୬୨,୪୮୦ ନୂଆ ମାମଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଭାରତରେ କରୋନାର ଆଉ ୬୨,୪୮୦ ମାମଲା ରିପୋର୍ଟ ହୋଇଛି । ଏହି ରୋଗରେ ଆଉ ୧୫୮୭ ଲୋକଙ୍କ ମୃତ୍ୟୁ ହୋଇଛି । ୫୮ ଦିନ ପରେ ଦୈନିକ ମୃତ୍ୟୁ ସଂଖ୍ୟା ଦୁଇ ହଜାର ତଳକୁ ଖସିିଛି । ଦିନକରେ କରୋନାରୁ ୮୮,୯୭୭ ଳେଶକ ସୁସ୍ଥ ହୋଇଛନ୍ତି । ଦେଶରେ କ୍ରମାଗତ ୧୧ ଦିନ ଧରି ନୂଆ…

ରାଜ୍ୟରେ ୩ ହଜାର ୮୦୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ଚାରି ହଜାର ତଳକୁ ହିଁ ରହିଛି । ଗତ ୨୪ ଘଂଟାରେ ୩ ହଜାର ୮୦୬ ନୂଆ ମାମଲା ଆସିଛି । ସଙ୍ଗରୋଧରୁ ୨ ହଜାର ୧୭୨ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୬୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୭, କଟକରୁ ୩୯୩, ଯାଜପୁରରୁ…

କରୋନା ଅପଡେଟ୍‌: କ୍ରମାଗତ ଦଶମ ଦିନ ଲକ୍ଷେରୁ କମ୍ ସଂକ୍ରମଣ, ଆଉ ୬୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ, ୨୩୩୦ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଅଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୬୭,୨୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ରୋଗରେ ଆଉ ୨୩୩୦ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷେ କରୋନାରୁ ଦିନକରେ ୧ ଲକ୍ଷ ୩ ହଜାର ୫୭୦ ଲୋକ ସୁସ୍ଥ ହୋଇଛନ୍ତି । ଯଦିଓ ଗତକାଲି ତୁଳନାରେ ଆଜି…

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ହଜାର ତଳେ ସ୍ଥିର, ଦିନକରେ ୩୬୩୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୩ ହଜାର ୬୩୧ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୨ ହଜାର ୯୬ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୫୬୨ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୫, କଟକରୁ ୪୩୮, ଯାଜପୁରରୁ ୩୦୫, ବାଲେଶ୍ୱରରୁ ୨୬୨, ଅନୁଗୁଳରୁ ୨୦୪, ପୁରୀରୁ ୧୯୯…

କରୋନା ଅପଡେଟ୍‌: ୨୪ ଘଣ୍ଟାରେ ଦେଶରେ ୬୨ ହଜାର ନୂଆ ମାମଲା, ୨୫୪୨ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହରୀ ପ୍ରକୋପ କ୍ରମାଗତ ଶିଥିଳ ପଡୁଛି । ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୬୨ ହଜାର ୨୨୪ ନୂଆ ମାମଲା ରିପୋର୍ଟ ହୋଇଛି । ଦିନକରେ ଏହି ରୋଗରେ ଆଉଙ ୨୫୪୨ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ କରୋନା ମାମଲା ୨…

ପୁଣି ୪ ହଜାର ତଳେ ଦୈନିକ କୋରୋନା ସଂକ୍ରମଣ, ୨୪ ଘଂଟାରେ ରାଜ୍ୟରୁ ୩ ହଜାର ୫୩୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ଧରି ଦୈନିକ କୋରୋନା ସଂକ୍ରମଣ ୪ ହଜାର ତଳେ ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩ ହଜାର ୫୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨ ହଜାର ୧୬ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୫୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ…

ରାଜ୍ୟରେ ୪ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ, ଦିନକରେ ୩୪୦୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪ ହଜାର ତଳକୁ ଖସିଛି ଦୈନିକ କୋରୋନା ସଂକ୍ରମଣ । ଚିହ୍ନଟ ହୋଇଛନ୍ତି ୩ ହଜାର ୪୦୫ ନୂଆ ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୧ ହଜାର ୯୪୨ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୪୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୦,…