Browsing Tag

COVID-19 Vaccine Covishield

‘କୋଭିସିଲ୍ଡ’ ଟିକାର ରତ୍ପାନୀ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ – ଦେଶରେ ଏବେ ପ୍ରାଣଘାତୀ ମହାମାରୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି । ଦ୍ୱିତୀୟ ଲହରୀର ଭୟ ମଧ୍ୟରେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ସରକାର ‘ଆଷ୍ଟ୍ରାଜେନେକା କୋଭିସିଲ୍ଡ’ ଟିକାର ରତ୍ପାନୀ ଉପରେ କଟକଣା ଲଗାଇଛନ୍ତି । ପରବର୍ତ୍ତୀ…

‘କୋଭିସିଲ୍ଡ’ ଟିକା ନେଇ କେନ୍ଦ୍ରର ନୂଆ ଗାଇଡ୍‌ଲାଇନ୍‌, ମାସେ ବଦଳରେ ଦୁଇ ମାସ ବ୍ୟବଧାନରେ ଦିଆଯିବ ଦ୍ୱିତୀୟ ଡୋଜ୍

‌ନୂଆଦିଲ୍ଲୀ – ‘କୋଭିସିଲ୍ଡ’ କରୋନା ଟିକାର ବ୍ୟବହାର ନେଇ କେନ୍ଦ୍ର ସରକାର ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଏହି ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନକୁ ବୃଦ୍ଧି କରାଯାଇଛି । ନୂଆ ଗାଇଡ୍ ଲାଇନ୍ ମୁତାବକ ‘କୋଭିସିଲ୍ଡ’ର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ୬ରୁ ୮ ସପ୍ତାହ…

ସେରମ୍ ଇନଷ୍ଟିଚ୍ୟୁଟ୍ ଟିକାକୁ ଦକ୍ଷିଣ ଆଫ୍ରିକା ସ୍ୱାସ୍ଥ୍ୟ ବିଭାଗର ମଞ୍ଜୁରୀ, ଭାରତ ପଠାଇବ ୧୫ ଲକ୍ଷ ଡୋଜ୍

ନୂଆଦିଲ୍ଲୀ - ଏବେ ଦକ୍ଷିଣ ଆଫ୍ରିକାର ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଜରୁରୀକାଳୀନ ବ୍ୟବହାର ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଟୀକାକୁ ମଞ୍ଜୁରି ଦେଇଛି। ସେରମ୍ ଇନଷ୍ଟିଚ୍ୟୁଟ୍ କିଛି ଦିନ ମଧ୍ୟରେ ଦକ୍ଷିଣ ଆଫ୍ରିକାକୁ ୧୫ ଲକ୍ଷ କୋଭିଶିଲ୍ଡ ଡୋଜ୍ ଯୋଗାଇବ । ଦକ୍ଷିଣ ଆଫ୍ରିକାରେ କରୋନାରେ…

ଆସାମ: ନଷ୍ଟ ହୋଇଗଲା ୧୦୦୦ କୋଭିସିଲ୍ଡ ଟିକା

ଗୁଆହାଟୀ - ଆସାମ ଚାଚର ଜିଲ୍ଲାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ ପାଇଁ ରଖାଯାଇଥିବା ୧୦୦୦ କୋଭିସିଲ୍ଡି ଟିକା ନଷ୍ଟ ହୋଇଯାଇଛି । ସ୍ଥାନୀୟ ସିଲଚର ମେଡିକାଲ କଲେଜ ଓ ହସ୍ପିଟାଲ (ଏମ୍‌ଏମ୍‌ସିଏଚ୍‌)ରେ ଶୂନ ଡିଗ୍ରୀ ସେଲ୍‌ସିୟସରୁ କମ୍ ତାପମାତ୍ରାରେ ଟିକା ରଖାଯାଇଥିଲା । ଯାହା ଫଳରେ…

ଭୁଟାନକୁ ଭାରତର ଟିକା ଉପହାର: ପଠାଇଲା ୧.୫ ଲକ୍ଷ କୋଭସିଲ୍ଡି ଡୋଜ୍‌

ମୁମ୍ବାଇ - ପଡ଼ୋଶୀ ଭୁଟାନକୁ ଉପହାର ଭାବେ କୋଭିଡ୍ ଟିକା ପଠାଇଛି ଭାରତ । ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବୁଧବାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ‘କୋଭିସିଲ୍ଡ’ ଟିକାର ୧.୫ ଲକ୍ଷ ଡୋଜ୍ ଭୁଟାନ ରାଜଧାନୀ ଥିମ୍ପୁକୁ ପଠାଯାଇଛି । ଭୁଟାନ ପ୍ରଥମ ଦେଶ ଭାବେ…

କୋଭିଡ୍ ଟିକା ନେବା ପାଇଁ ଭାରତକୁ ବିମାନ ପଠାଇଲା ବ୍ରାଜିଲ

ରିଓ ଡି’ଜେନିରୋ – ବ୍ରାଜିଲ ଏବେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀର ସାମ୍ନା କରୁଛି । ଏହାରି ଭିତରେ ଟିକା ଆଣିବା ପାଇଁ ଭାରତକୁ ଏକ ବିମାନ ପଠାଇଛି ବ୍ରାଜିଲ । ବ୍ରାଜିଲକୁ ଟିକା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଜେୟର ବୋଲସୋନାରୋ କିଛି ଦିନ ତଳେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଜାନୁୟାରୀ ୧୬ରୁ ଆରମ୍ଭ ହେବ ଟିକାକରଣ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ – ଦେଶରେ ଜାନୁୟାରୀ ୧୬ରୁ ଟିକାକରଣ ଅଭିଯାନ ଆରମ୍ଭ ହେବ । କେନ୍ଦ୍ର ସରକାରଙ୍କ ତରଫରୁ ଆଜି ଏହି ସୂଚନା ଦିଆଯାଇଛି । ପ୍ରଥମ ପର୍ଯାୟରେ ପ୍ରାୟ ୩୦ କୋଟି ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କୁ କରୋନା ଟିକା ଲଗାଯିବ । ଏହାପରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ ସହ…

ସରକାରଙ୍କୁ ଡୋଜ୍ ପିଛା ୨୦୦, ବଜାରରେ ୧୦୦୦ ଟଙ୍କାରେ ବିକ୍ରି ହେବ କୋଭିସିଲ୍ଡ : ଆଦର ପୁନାୱାଲା

ନୂଆଦିଲ୍ଲୀ - ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ‘କୋଭିସିଲ୍ଡ’ ଟିକାର ପ୍ରଥମ ୧୦୦ ନିୟୁତ ଡୋଜ୍ କେନ୍ଦ୍ର ସରକାରଙ୍କୁ ରିହତି ଦରରେ ବିକ୍ରି କରାଯିବ । ସରକାରଙ୍କୁ ଡୋଜ୍ ପିଛା ୨୦୦ ଟଙ୍କାରେ ପ୍ରଥମ ୧୦୦ ମିଲିୟନ୍ ଡୋଜ୍ ଦିଆଯିବ । ସରକାରଙ୍କ ଅନୁମତି ମିଳିଲେ ବଜାରରେ ଏହି ଟିକା ଡୋଜ୍ ପିଛା…