Browsing Tag

Crime Branch

ଏସିଏଫ ସୌମ୍ୟ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ତଦନ୍ତ ଜୋରଦାର, ଦୁଇ ଡାକ୍ତରଙ୍କୁ ଜେରା

ପାରଳାଖେମୁଣ୍ଡି – ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ତଦନ୍ତ ଜାରି ରହିଛି । ତଦନ୍ତ ଜୋରଦାର କରିଛି କ୍ରାଇମବ୍ରାଂଚ୍ । ଆଜି ସିଡିଏମଓ ଅଫିସ ପରିସରରେ ଦୁଇ ଡାକ୍ତରଙ୍କୁ ଜେରା କରାଯାଇଛି । ସୌମ୍ୟଙ୍କୁ ଚିକିତ୍ସା କରିଥିବା ଦୁଇ ଡାକ୍ତର କୃଷ୍ଣଚନ୍ଦ୍ର ବେହେରା ଓ…

ନକଲି ଔଷଧ କାରବାର ମାମଲାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଔଷଧ କାରବାର ମାମଲାର କ୍ରାଇମବ୍ରାଂଚ ତଦନ୍ତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାମଲାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କଟକ,ରାଉରକେଲା ସମେତ ଆଉ କିଛି ସ୍ଥାନରେ ନକଲି ଔଷଧ କାରବାର ହେଉଥିବାର ଖବର ଆସିଥିଲା । କିଛି…

ଟାଟା ମୋଟର୍ସ ଠକେଇ ମାମଲା, ପ୍ରଦୀପ ପାଣିଗ୍ରାହୀଙ୍କୁ ଭିଜିଲାନ୍ସର ରାତି ଅଧିଆ ଜେରା, ଆଜି ପୁଣି କରିବ ପଚରାଉଚରା

ଭୁବନେଶ୍ୱର- ଟାଟା ମୋଟର୍ସରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ରାତି ଅଧିଆ ଜେରା କରାଯାଇଥିବା ସୂଚନା ମିଳିଛି । ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଜେରା କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଜେରା କରାଯାଇଥିଲା ।…

ନୟାଗଡ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏସଆଇଟି ମୁଖ୍ୟଙ୍କ ପ୍ରେସମିଟ୍ , ଅପରାଧ ନେଇ ଦେଲେ ଚାଂଚଲ୍ୟକର ତଥ୍ୟ

ଭୁବନେଶ୍ୱର- ନୟାଗଡ ଜିଲ୍ଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ଯେ, ଗିରଫ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିଛି । ପ୍ରେସମିଟ୍ କରି ଏସଆଇଟି ମୁଖ୍ୟ ଏହି ସୂଚନା ଦେଇଛନ୍ତି । ଅଭିଯୁକ୍ତ ନାବାଳିକା ପରୀକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ କରିଥିବା…

ଅଧିକ ତଦନ୍ତ ପାଇଁ ଯଦୁପୁରରେ ଏସଆଇଟି, ନାବାଳିକାର ମୃତଦେହ ମିଳିଥିବା ପୋଖରୀରୁ ଜଳ ନିଷ୍କାସନ ପାଇଁ ନିର୍ଦ୍ଦେଶ

ନୟାଗଡ- ନୟାଗଡ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କଲା ପରେ ଅଧିକ ତଦନ୍ତ ଜାରି ରଖିଛି ଏସଆଇଟି । ନାବାଳିକା ପରୀର ମୃତଦେହ ଯେଉଁ ପୋଖରୀ ହୁଡାରୁ ମିଳିଥିଲା, ତାହାର ଜଳ ନିଷ୍କାସନ ପାଇଁ ନିର୍ଦ୍ଦେଶ ଦିଆଯାଇଛି, ଯାହା ଫଳରେ ଘଟଣା ପଛରେ ଥିବା ଅଧିକ ଗୁମର…