Browsing Tag

Farmers’ Protest

ସୁପ୍ରିମକୋର୍ଟ କମିଟି ଆଗରେ ହାଜର ହେବାକୁ ମନାକଲେ ଚାଷୀ, ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନର ଆଜି ହେଉଛି ୫୩ତମ ଦିନ । କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଏଯାବତ୍ ୯ ରାଉଣ୍ଡ ଆଲୋଚନା ହୋଇଥିଲେ ମଧ୍ୟ ଏହି ଅଚଳାବସ୍ଥାର କୌଣସି ସମାଧାନ ବାହାରି ପାରିନାହିଁ । କୃଷି ଆଇନକୁ ସ୍ଥଗିତ ରଖି ଚାଷୀ ଆନ୍ଦୋଳନର ସମାଧାନ ପାଇଁ ସୁପ୍ରିମକୋର୍ଟ ଏକ…

କେନ୍ଦ୍ରୀୟ ସଂସ୍ଥାଙ୍କୁ ଲଗାଇ ଚାଷୀଙ୍କୁ ଧମକାଉଛନ୍ତି ସରକାର: ସୁଖବୀର

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି । ଏଥିପାଇଁ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାଙ୍କ ନୋଟିସ୍ ଜରିଆରେ ଚାଷୀମାନଙ୍କୁ ଧମକ ଦିଆଯାଉଛି । ଏଭଳି ଅଭିଯୋଗ କରିଛନ୍ତି ଶିରୋମନି ଅକାଳି ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ…

ଚାଷୀ-ସରକାରଙ୍କ ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା ବି ବିଫଳ, ପରବର୍ତ୍ତୀ ବୈଠକ ୧୯ରେ

ନୂଆଦିଲ୍ଲୀ – କୃଷି ଆଇନ ନେଇ ଅଚଳାବସ୍ଥା ଜାରି ରହିଛି । ଆଜି କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା ହୋଇଥିଲା । ଏଥର ବି ବିନା ନିଷ୍କର୍ସରେ ଆଲୋଚନା ଶେଷ ହୋଇଛି । ତଥାପି ଆଲୋଚନା ଜାରି ରଖିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି । ଜାନୁୟାରୀ ୧୯ରେ ପରବର୍ତ୍ତୀ…

ସୁପ୍ରିମକୋର୍ଟ କମିଟିକୁ ଚାଷୀଙ୍କ ବିରୋଧ, ଆଇନ କପି ଜାଳି ଆଜି ଲୋହରି ପାଳିବେ

ନୂଆଦିଲ୍ଲୀ - ନୂଆ କୃଷି ଆଇନ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇବା ସତ୍ତ୍ୱେ ଦିଲ୍ଲୀ ସୀମାରେ ଗତ ୪୯ ଦିନ ଧରି ଆନ୍ଦୋଳନ ଚଳାଇଥିବା ଚାଷୀମାନେ ଖୁସି ନୁହନ୍ତି । ସୁପ୍ରିମକୋର୍ଟଙ୍କ ଦ୍ଵାରା ନିଯୁକ୍ତ କମିଟିକୁ କୃଷକ ସଂଗଠନ ଗ୍ରହଣ କରିନାହାଁନ୍ତି । ସେମାନେ କମିଟିରେ ହାଜର ହେବେ ନାହିଁ ।…

କୃଷି ଆଇନ ଅଚଳାବସ୍ଥା: କୃଷି ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – ତିନି କୃଷି ଆଇନର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇବା ପରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଆନ୍ଦୋଳନରତ ଚାଷୀ ଓ କେନ୍ଦ୍ର ସରକାର ମଧ୍ୟରେ ମଧ୍ୟସ୍ଥତା କରିବାକୁ ଏକ ଚାରି ଜଣିଆ କମିଟି ଗଠନ କରିଛନ୍ତି । କୃଷି ବିଷେଶଜ୍ଞ ମାନଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି । ଏହି…

କୃଷି ଆଇନ ଉପରେ ରୋକ୍ ଲଗାଇବାକୁ ସଙ୍କେତ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ - କୃଷି ଆଇନ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନର ସମାଧାନ କରିବାରେ ବିଫଳତା ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ଏହି ଆଇନକୁ କେନ୍ଦ୍ର ଯଦି ସ୍ଥଗିତ କରିପାରୁନି,…

କୃଷି ଆଇନର ବୈଧତା ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ - କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ଆଇନ ନେଇ ଦାୟର ହୋଇଥିବା ଏକାଧିକ ପିଟିସନର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ପୂର୍ବ ଶୁଣାଣିରେ ସର୍ବୋଚ୍ଚ ନ୍ୟାୟାଳୟ କିଛି ଦିନ ପାଇଁ ଆଇନକୁ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଥିଲେ। ଏହାଛଡା ସରକାର ଓ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ…

ଚାଷୀ-ସରକାର ଅଷ୍ଟମ ପର୍ଯ୍ୟାୟ ଆଲୋଚନା ବି ବିଫଳ, କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ଚାଷୀ

ନୂଆଦିଲ୍ଲୀ – କୃଷି ଆଇନ ନେଇ କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ହୋଇଥିବା ଅଷ୍ଟମ ପର୍ଯ୍ୟାୟ ଆଲୋଚନା ମଧ୍ୟ ବିନା କୌଣସି ନିଷ୍କର୍ସରେ ଶେଷ ହୋଇଛି । ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି । ଆଇନ ପ୍ରତ୍ୟାହାର ନ ହେଲା ଯାଏଁ ସେମାନେ…