Browsing Tag

Farmers’ Protest

ଦୁର୍ବଳ ପଡୁଥିଲା ଚାଷୀ ଆନ୍ଦୋଳନ, ରାକେଶ ଟିକୟତଙ୍କ ଆଖିରୁ ଲୁହ ଝରିବା ପରେ ରାତାରାତି ବଦଳିଲା ଦୃଶ୍ୟ

ନୂଆଦିଲ୍ଲୀ – ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି ହିଂସା ପରେ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ଦୁର୍ବଳ ପଡିଯାଇଥିଲା । ଗୋଟିଏ ପରେ ଗୋଟିଏ କୃଷକ ସଂଗଠନ ଏହି ଆନ୍ଦୋଳନରୁ ଓହରିବାର ଲାଗିଥିଲେ । ତେବେ କୃଷକ ନେତା ରାକେଶ ଟିକୟତଙ୍କ ଆଖିରୁ ଲୁହ ଝରିବା ପରେ ଆନ୍ଦୋଳନ ପୁଣି ଉଜ୍ଜୀବିତ ହୋଇ…

କୃଷି ଆଇନ ବିରୋଧୀ ଆନ୍ଦୋଳନରୁ ଓହରିଲେ ଆଉ ଦୁଇ କୃଷକ ସଂଗଠନ

ନୂଆଦିଲ୍ଲୀ - ଟ୍ରାକ୍ଟର ରାଲି ବେଳେ ଜାତୀୟ ରାଜଧାନୀରେ ସଂଘଟିତ ହିଂସା ପରେ କୃଷି ଆଇନ ବିରୋଧୀ ଆନ୍ଦୋଳନ ଦୁର୍ବଳ ହେବାରେ ଲାଗିଛି । ଟ୍ରାକ୍ଟର ରାଲି ହିଂସାକାଣ୍ଡକୁ ନେଇ କୃଷକ ସଂଗଠନ ମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି । ଏବେ କୃଷି ଆଇନ ବିରୋଧୀ ଆନ୍ଦୋଳନରୁ ଆଉ ଦୁଇଟି କୃଷକ ସଂଗଠନ…

କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ହିଂସା, ଚାଷୀ-ପୋଲିସ୍ ମୁହାଁମୁହିଁ, ଲାଲ୍ କିଲ୍ଲାରେ ପତାକା ଉଡ଼ାଇଲେ ଚାଷୀ,…

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଆଜି କୃଷକଙ୍କ ଟ୍ରାକ୍ଟର ପରେଡ୍ ବେଳେ ହିଂସାକାଣ୍ଡ ଘଟିଛି । ଚାଷୀମାନେ ପୋଲିସ୍ ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀରେ ପ୍ରବେଶ କରିଛନ୍ତି । ଅନେକ ସ୍ଥାନରେ ଚାଷୀ ଓ ପୋଲିସ୍ ମୁହାଁମୁହିଁ ହୋଇଛନ୍ତି । କିଛି ବିକ୍ଷୋଭକାରୀ ଲାଲ୍ କିଲ୍ଲାକୁ ନିଜ କବ୍‌ଜାକୁ ନେଇ…

ଚାଷୀ ଆନ୍ଦୋଳନ: କୃଷକ ନେତାଙ୍କୁ ହତ୍ୟା ଷଡ଼ଯନ୍ତ୍ର ହୋଇଥିଲା!

ନୂଆଦିଲ୍ଲୀ –କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଉଥିବା କୃଷକ ସଂଗଠନର କିଛି ନେତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ସୀଂଘୁ ସୀମାରେ ବିକ୍ଷୋଭ କରୁଥିବା କିଛି କୃଷକ ସଂଗଠନ । ସେମାନେ ଏଭଳି ଦାବି କରିଥିବା ଏକ ସନ୍ଦିଗ୍ଧ ଯୁବକଙ୍କୁ ଧରି…

କୃଷି ଆଇନକୁ ଦେଢ଼ବର୍ଷ ସ୍ଥଗିତ ରଖିବା ନେଇ କେନ୍ଦ୍ରର ପ୍ରସ୍ତାବକୁ ଚାଷୀଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ – କୃଷି ଆଇନକୁ ଦେଢ଼ବର୍ଷ ସ୍ଥଗିତ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ ବି ଖାରଜ କରିଦେଇଛନ୍ତି ଆନ୍ଦୋଳନରତ ଚାଷୀ । ଏହି ବିବାଦୀୟ ତିନି ଆଇନ ରଦ୍ଦ ନ ହେବା ଯାଏଁ ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି ରୋକଠୋକ୍ ସରକାରଙ୍କୁ କହିଛନ୍ତି । ଗତକାଲି ଦଶମ…

ଟ୍ରାକ୍ଟର ରାଲି ଜିଦ୍‌ରେ ଅଟଳ କୃଷକ ସଂଗଠନ, ଦିଲ୍ଲୀ ପୋଲିସ ସହ ବୈଠକ ବିଫଳ

ନୂଆଦିଲ୍ଲୀ - କୃଷି ଆଇନ ବିରୋଧରେ ଆସନ୍ତା ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିବା ନେଇ କୃଷକ ସଂଗଠନ ଅଡ଼ି ବସିଛନ୍ତି । ଏହି ପ୍ରସଙ୍ଗରେ କୃଷକ ସଂଗଠନ ଓ ଦିଲ୍ଲୀ ପୋଲିସ୍ ମଧ୍ୟରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଛି । ପୋଲିସ୍ ଚାହୁଁଛି ଯେ,…

ଚାଷୀ ଆନ୍ଦୋଳନ: ଟ୍ରାକ୍ଟର ରାଲି ଉପରେ ପୋଲିସ୍ ନିଷ୍ପତ୍ତି ନେବ ବୋଲି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – ଜାନୁୟାରୀ ୨୬ ରେ କୃଷକ ମାନଙ୍କ ଦ୍ୱାରା ଜାତୀୟ ରାଜଧାନୀରେ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଳୀ ପୋଲିସ୍ ଏନେଇ ନିଷ୍ପତ୍ତି ନେବ ବୋଲି କୋର୍ଟ କହିଛନ୍ତି । ଟ୍ରାକ୍ଟର ରାଲି ରୋକିବାକୁ ଦିଲ୍ଲୀ ପୋଲିସ୍ ମାଧ୍ୟମରେ କେନ୍ଦ୍ର…

କୃଷି ଆଇନ ବିବାଦ: ମଙ୍ଗଳବାର ସୁପ୍ରିମକୋର୍ଟ କମିଟିର ପ୍ରଥମ ବୈଠକ

ନୂଆଦିଲ୍ଲୀ – କୃଷି ଆଇନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିର ପ୍ରଥମ ବୈଠକ ମଙ୍ଗଳବାର ବସିବ । ସ୍ଥାନୀୟ ପୁସା କ୍ୟାମ୍ପସରେ କମିଟିର ବୈଠକ ଅନୁଷ୍ଠିତ ହେବ । ବୈଠକରେ କେବଳ କମିଟିର ତିନି ସଦସ୍ୟଙ୍କ ମଧ୍ୟରେ ସୀମିତ ରହିବ । ଏଥିରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ…

ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ୍ ନିଷ୍ପତ୍ତି ନେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ - କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି ପାଇଁ ଅନୁମତି ଦିଆଯିବ କି ନାହିଁ ସେନେଇ ଦିଲ୍ଲୀ ପୋଲିସ୍ ନିଷ୍ପତ୍ତି ନେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଟ୍ରାକ୍ଟର ରାଲିକୁ ବିରୋଧ କରି ଦିଲ୍ଲୀ ପୋଲିସର ପିଟିସନ ଉପରେ ସୁପ୍ରିମକୋର୍ଟ…

ଚାଷୀଙ୍କ ଟ୍ରାକ୍ଟର ରାଲି ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି ବାହାର କରିବାକୁ କୃଷକ ସଂଗଠନ ଯୋଜନା କରୁଛନ୍ତି । ଏହା ବିରୋଧରେ ଦିଲ୍ଲୀ ପୋଲିସ୍ ଦାୟର କରିଥିବା ଏକ ପିଟିସନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ…