Browsing Tag

Jagannath Temple

ସେବାୟତଙ୍କ ପରିବାର ସଦସ୍ୟଙ୍କ ପାଇଁ ଆଜିଠାରୁ ଖୋଲିଲା ଶ୍ରୀମନ୍ଦିର

ପୁରୀ – ସେବାୟତଙ୍କ ପରିବାର ସଦସ୍ୟଙ୍କ ପାଇଁ ଆଜିଠାରୁ ଶ୍ରୀମନ୍ଦିର ଖୋଲିଛି । ସେବାୟତଙ୍କ ପରିବାର ସଦସ୍ୟମାନେ ଆଜି ଓ ଆସନ୍ତାକାଲି ଦିଅଁ ଦର୍ଶନ କରିପାରିବେ । ଅଗଷ୍ଟ ୧୬ରୁ ୨୦ ତାରିଖ ଯାଏଁ କେବଳ ପୁରୀ ସହରର ବାସିନ୍ଦା ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଅଗଷ୍ଟ ୨୩ରୁ ସର୍ବସାଧାରଣଙ୍କ…

ପୁରୀ: ଶ୍ରୀମନ୍ଦିରରେ ରୁକ୍ମିଣୀ ବିବାହ ନୀତି ସମ୍ପନ୍ନ

ପୁରୀ: ଜ୍ୟେଷ୍ଠ ଶୁକ୍ଳ ନିର୍ଜଳା ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହୋଇଯାଇଛି ରୁକ୍ମିଣୀ ବିବାହ ଉତ୍ସବ। ସ୍ଥାନୀୟ ଭାଷାରେ ଏହାକୁ ରୁକ୍ମିଣୀ ହରଣ ଏକାଦଶୀ କୁହାଯାଇଥାଏ। ଏକାଦଶୀ ପୂର୍ବଦିନ ଶୁକ୍ଳ ଦଶମୀରେ ଶ୍ରୀ ମଦନମୋହନଙ୍କ ସଂଧ୍ୟାନୀତି ପରେ ରାଜେନ୍ଦ୍ରାଭିଷେକ ନୀତି ସମ୍ପନ୍ନ…

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି

ପୁରୀ- ଶ୍ରୀମନ୍ଦିରରେ ଆଜି ରାଜେନ୍ଦ୍ରାଭିଷେକ ନୀତି ପାଳିତ ହେଉଛି । ଜ୍ୟେଷ୍ଠ ଶୁଳ୍ଳ ଦଶମୀ ଦିନ ଶ୍ରୀମନ୍ଦିରରେ ଏହି ନୀତି ପାଳନ କରାଯାଇଥାଏ । ଏହି ଅବସରରେ ସଂଧ୍ୟାଧୂପ ବଢିବା ପରେ ମଦନମୋହନ ଭିତରୁ ଆଜ୍ଞାମାଳ ପାଇ ଭୋଗ ବାଟ ଗଣେଶଙ୍କଠାରେ ପଡିଥିବା ଖଟରେ ବିଜେ କରନ୍ତି । ଜଣେ ଡଗର ଆସି…

ଶ୍ରୀମନ୍ଦିରରେ ଦର୍ଶନ ପାଇଁ ନୂଆ ଏସଓପି, ବାହାର ରାଜ୍ୟର ଭକ୍ତଙ୍କ ପାଇଁ୯୬ ଘଂଟାର କୋଭିଡ ନେଗେଟିଭ ରିପୋର୍ଟ…

ପୁରୀ – ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ନେଇ ନୂଆ ଏସଓପି ଜାରି କରାଯାଇଛି । ରାଜ୍ୟ ବାହାରର ଭକ୍ତଙ୍କ ପାଇଁ କଟକଣା କଡାକଡି କରାଯାଇଛି । ଏଣିକି ୭୨ ଘଂଟା ନୁହେଁ , ୯୬ ଘଂଟାର କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ୨ଟି ଡୋଜ୍ ଟିକା ନେଇଥିଲେ ପ୍ରମାଣପତ୍ର ଦେଖାଇବା ଜରୁରୀ…

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଦ୍ମବେଶ

ପୁରୀ-ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କୁ ପଦ୍ମବେଶରେ ଦର୍ଶନ ଦେବେ ମହାପ୍ରଭୁ । ପଦ୍ମବେଶ ସୁରୁଖୁରୁରେ ପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ଅବକାଶ ଯାଏଁ ବେଶ ରହୁଥିବାରୁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଏସଓପି କୋହଳ କରାଯାଇଥିବାରୁ ଆସନ୍ତାକାଲି ଅର୍ଥାତ…

ଓଡିଆ ସ୍ୱାଭିମାନର ବିଜୟ : ଶ୍ରୀମନ୍ଦିର ସଂପର୍କିତ ଏନଏମଏ ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ କେନ୍ଦ୍ର ସଂସ୍କୃତି…

ନୂଆଦିଲ୍ଲୀ- ଶେଷରେ ଓଡିଆ ସ୍ୱାଭିମାନର ବିଜୟ ହୋଇଛି । ଶ୍ରୀମନ୍ଦିର ଚାରିପାଖରେ ନିର୍ମାଣ କଟକଣା ନେଇ ଜାତୀୟ ସ୍ମାରକୀ ପ୍ରାଧିକରଣ –ଏନଏମଏର ବାଇ ଲ’ ଚିଠା ପ୍ରସ୍ତାବ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।…

ଜଗନ୍ନାଥଙ୍କ କାର୍ଯ୍ୟକୁ କେହି ଅଟକାଇ ପାରିବେ ନାହିଁ: ନବୀନ

ପୁରୀ – ଜାତୀୟ ସ୍ମାରକୀ ପ୍ରାଧିକରଣ-ଏନଏମଏ ଦ୍ୱାରା ନିର୍ମାଣ କଟକଣା ନେଇ ପ୍ରସ୍ତାବିତ ବାଇ ଲ’ ବିଜ୍ଞପ୍ତି ବାତିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କଲା ପରେ ଏହା ଦାବି କରିଛନ୍ତି ନବୀନ । କେନ୍ଦ୍ର ସରକାର ବାଇ ଲ’କୁ ପ୍ରତ୍ୟାହାର…

ଦେବାଭିଷେକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସୁନାବେଶ, ଗଜପତିଙ୍କ ପୁଷ୍ୟାଭିଷେକ

ପୁରୀ- ଆଜି ପବିତ୍ର ପୌଷ ପୂର୍ଣ୍ଣିମା ବା ଦେବାଭିଷେକ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ହେଉଛି । ରତ୍ନ ସିଂହାସନରେ ଶ୍ରୀଜିଉମାନେ ଭକ୍ତଙ୍କୁ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ । ଶ୍ରୀଜିଉଙ୍କ ସୁନାବେଶ ଲାଗି ହେବ । ମହାପ୍ରଭୁଙ୍କ ୩୯ଟି ନୀତି…