Browsing Tag

Joe Biden

ଭାରତୀୟ ବଂଶୋଦ୍ଭବ ଭବ୍ୟା ଲାଲ ହେଲେ ନାସା ମୁଖ୍ୟ

ନ୍ୟୁୟର୍କ - ଆମେରିକାରେ ଏବେ ଭାରତୀୟ ବଂଶୋଦ୍ଭବଙ୍କ ପ୍ରଭାବ ବଢ଼ିବାରେ ଲାଗିଛି । ଏବେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ର ନେତୃତ୍ୱ ମଧ୍ୟ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଉପରେ ନ୍ୟସ୍ତ କରାଯାଇଛି । ସେ ହେଉଛନ୍ତି ଭବ୍ୟା ଲାଲ୍ । ଭବ୍ୟା ‘ନାସା’ର କାର୍ଯ୍ୟକାରୀ ମୁଖ୍ୟ ଭାବେ ନିଯୁକ୍ତ…

ଆମେରିକାରେ ବାଇଡେନ ଯୁଗ ଆରମ୍ଭ, ପ୍ରଥମ ଦିନରେ ହିଁ ନେଲେ ୧୭ ବଡ଼ ନିଷ୍ପତ୍ତି

ୱାଶିଂଟନ - ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଶପଥ ଗ୍ରହଣ କରିଛନ୍ତି । ଏହାସହ ଆମେରିକାରେ ବାଇଡେନ ଯୁଗ ଆରମ୍ଭ ହୋଇଛି । ବୁଧବାର କଡ଼ା ସୁରକ୍ଷା ମଧ୍ୟରେ କ୍ୟାପିଟଲ ବିଲ୍ଡିଂ (ସଂସଦ ଭବନ)ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଆମେରିକାର ପ୍ରଧାନ ବିଚାରପତି ରୋବର୍ଟ…

ଆଜି ବିଡେନଙ୍କ ଶପଥ ଗ୍ରହଣ, ୱାଶିଂଟନରେ କଡ଼ା ସୁରକ୍ଷା ବ୍ୟବସ୍ଥା

ୱାଶିଂଟନ - ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଜୋ ବିଡେନ୍ ଆଜି ଶପଥ ନେବେ । ବିଡେନଙ୍କ ସହ ଉପରାଷ୍ଟ୍ରପତି ଭାବେ କମଲା ହାରିସ୍ ମଧ୍ୟ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ କାର୍ଯ୍ୟକ୍ରମ କ୍ୟାପିଟଲ ହିଲ ତଥା ଆମେରିକା ସଂସଦ ପରିସରରେ ସ୍ଥାନୀୟ ସମୟ ଦିନ ୧୨ଟାରେ ଅନୁଷ୍ଠିତ ହେବ ।କରୋନା…

ଆମେରିକା ଇତିହାସରେ ଡୋନାଲ୍ଡ ଟ୍ରମ୍ପ ସବୁଠାରୁ ଅଯୋଗ୍ୟ ରାଷ୍ଟ୍ରପତି: ବିଡେନ୍

ୱାଶିଂଟନ୍ - ଆମେରିକାର ରାଷ୍ଟ୍ରପତି ଜୋ ବିଡେନ କହିଛନ୍ତି ଯେ ଆମେରିକାର ଇତିହାସରେ ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ସବୁଠାରୁ ଅଯୋଗ୍ୟ ରାଷ୍ଟ୍ରପତି। ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ କିମ୍ବା ତାଙ୍କ କାର୍ଯ୍ୟକାଳର ଅବଶିଷ୍ଟ ୧୨ ଦିନ ପୂର୍ବରୁ ତାଙ୍କୁ ହଟାଇବା ପ୍ରଶ୍ନ ଉପରେ ବିଡେନ…

ବିଡେନଙ୍କ ବିଜୟକୁ ଆମେରିକୀୟ କଂଗ୍ରେସର ସ୍ୱୀକୃତି, ଜାନୁୟାରୀ ୨୦ରେ କ୍ଷମତା ହସ୍ତାନ୍ତର କରିବେ କହିଲେ ଟ୍ରମ୍ପ

ୱାଶିଂଟନ - ଡୋନାଲ୍ଡ ଟ୍ରମ୍ପଙ୍କ ସମଥର୍କଙ୍କ ହିଂସାକାଣ୍ଡ ମଧ୍ୟରେ ଆମେରିକୀୟ କଂଗ୍ରେସ ରାଷ୍ଟ୍ରପତି ନିର୍ବର୍ାଚନରେ ଜୋ ବିଡେନଙ୍କ ବିଜୟକୁ ସ୍ୱୀକୃତି ପ୍ରଦାନ କରିଛି । ଏଥିସହ ବିଡେନ୍ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବା ପଥ ପରିଷ୍କାର ହୋଇଯାଇଛି । ଆମେରିକା କଂଗ୍ରେସର ମିଳିତ…

ଟିଭି କ୍ୟାମେରା ଆଗରେ ବିଡେନ ନେଲେ ଫାଇଜର ଟିକା

ନ୍ୟୁୟର୍କ - ଆମେରିକାରେ ବଢୁଥିବା କରୋନା ମାମଲା ଓ ଟୀକାକରଣକୁ ନେଇ ଆଶା ଆଶଙ୍କା ମଧ୍ୟରେ ପରବର୍ତ୍ତୀ ରାଷ୍ଟ୍ରପତି ଜୋ ବିଡେନ ଫାଇଜର ଟିକାର ପ୍ରଥମ ଡୋଜ ନେଇଛନ୍ତି । ଟିକା ନେବା ପରେ ସେ ଲୋକଙ୍କୁ କହିଛନ୍ତି ଯେ ଏହି ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ, ଏଥିପାଇଁ ବିଚଳିତ ହେବାର କୌଣସି କାରଣ…

ବିଡେନ ଓ କମଲା ହାରିସ ଟାଇମ୍ସ ପତ୍ରିକାର ‘ପର୍ସନ୍ ଅଫ୍ ଦି ଇୟର’

ୱାଶିଂଟନ - ଆମେରିକାର ପରବ ର୍ୀ ରାଷ୍ଟ୍ରପତି ଜୋ ବିଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ୨୦୨୦ର ‘ପର୍ସନ ଅଫ୍ ଦି ଇୟର’ ଭାବେ ନାମିତ କରିଛି ଟାଇମ୍ସ ପତ୍ରିକା । ଆମେରିକା ନିର୍ବାଚନରେ ଡୋନାଲ୍ସ ଟ୍ରମ୍ପଙ୍କ ବିପକ୍ଷରେ ବିଜୟ ଯୋଗୁଁ ଉଭୟ ଏହି ସମ୍ମାନର ହକ୍‌ଦାର ବୋଲି ଟାଇମ୍ସ ପତ୍ରିକା…