Browsing Tag

Pipili By-Election

ପିପିଲି ଉପନିର୍ବାଚନ ପାଇଁ ନବୀନଙ୍କ ପ୍ରଚାର, କହିଲେ ଆଗକୁ ପିପିଲିର ବିକାଶ କଥା ସେ ନିଜେ ବୁଝିବେ

ଭୁବନେଶ୍ୱର/ପିପିଲି- ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ଉପନିର୍ବାଚନ ପାଇଁ ଦଳର ପ୍ରଚାର ମଙ୍ଗ ଧରିଛନ୍ତି । ପିପିଲି ଆସନରେ ଦଳୀୟ ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ନବୀନ । ଡେଲାଙ୍ଗ ବ୍ଲକ୍‌ର ରେଂଚରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ…

ପିପିଲି ଉପନିର୍ବାଚନ ପାଇଁ ଆଜି ଭର୍ଚୁଆଲ ପ୍ରଚାର କରିବେ ବିଜେଡି ସୁପ୍ରିମୋ 

ଭୁବନେଶ୍ୱର- ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅରରାହ୍ନ ୪ଟାରେ ଭିଡିଓକନଫରେନସିଂ ଯୋଗେ ଭର୍ଚୁଆଲ ପ୍ରଚାର କରିବେ ନବୀନ । ପିପିଲି-ଡେଲାଙ୍ଗର ୬ଟି ଜିଲ୍ଲା ପରିଷଦ ଜୋନ ଏବଂ ବିଜ୍ଞପିତ ଅଂଚଳ ପରିଷଦରେ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ…

ପିପିଲି ଲଢେଇ : ତିନି ଦଳର ପ୍ରସ୍ତୁତି ଜୋରଦାର, ବିଜେଡିର ପଲ୍ଲା ଭାରି

ପିପିଲିରେ ଚାଲିଛି ଏବେ ନିର୍ବାଚନୀ ଘମାଘୋଟ। ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଖାଲିଥିବା ଏହି ବିଧାନସଭା ଆସନରେ ଏବେ ଭୋଟ ଯୁଦ୍ଧ ଆଗେଇ ଚାଲିଛି । ରଣାଙ୍ଗନରେ ଯଦିଓ ଅନେକ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି, ତେବେ ରାଜ୍ୟର ଶାସକ ଦଳ ବିଜେଡିର ପ୍ରାର୍ଥୀ ସାଜିଛନ୍ତି ସ୍ବର୍ଗତ…

ପିପିଲିରେ ନିର୍ବାଚନ ପ୍ରଚାର କରିବେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର- ପିପିଲି ଉପନିର୍ବାଚନ ପଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ପ୍ରଚାର କରିବେ ନବୀନ । ତେବେ, ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ତାରିଖ ଚୂଡାନ୍ତ ହୋଇନାହିଁ ବୋଲି ଦଳର ବରିଷ୍ଠ ନେତା ତଥା ପିପିଲି ପାଇଁ…

ପିପିଲି ଉପନିର୍ବାଚନ ପାଇଁ ଦଳୀୟ ନେତା ଓ ମନ୍ତ୍ରୀଙ୍କୁ ଦାୟିତ୍ୱ ପ୍ରଦାନ କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର- ପିପିଲି ଉପନିର୍ବାଚନ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ନେତା ଓ ମନ୍ତ୍ରୀଙ୍କୁ ବିଭିନ୍ନ ଅଂଚଳର ଦାୟିତ୍ୱ ପ୍ରଦାନ କରିଛନ୍ତି । ପିପିଲ ବ୍ଲକ ପାଇଁ ସମୀର ରଂଜନ ଦାଶ ଓ ଅତନୁ ସବ୍ୟସାଚୀଙ୍କୁ ଦାୟିତ୍ୱ ଦିଆଯାଇଛି । ଡେଲାଙ୍ଗ ବ୍ଲକ୍ ପାଇଁ ନବକିଶୋର ଦାସ, ସୁଶାନ୍ତ ସିଂହ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପିପିଲି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ, ଗ୍ରହଣ କଲେ ଦଳୀୟ ଟିକେଟ

ଭୁବନେଶ୍ୱର- ପ୍ରଚାର ମଇଦାନକୁ ଓହ୍ଲାଇବା ପୂର୍ବରୁ ପିପିଲି ଆସନରେ ବିଜେଡିଅ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଆନୁଷ୍ଠାନିକ ଭାବେ ସେ ଦଳୀୟ ପ୍ରାର୍ଥାୀ ଭାବେ ଟିକେଟ ଗ୍ରହଣ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀଙ୍କଠାରୁ ଆଶୀର୍ବାଦ…