Browsing Tag

Commissionerate Police

ମେ ମାସ ଲକଡାଉନରେ ରାଜ୍ୟରେ ବଢିଛି ସାଇବର କ୍ରାଇମ

ଭୁବନେଶ୍ୱର- ଗତ ମେ ମାସରେ ଲକଡାଉନ ବେଳେ ସାଇବର କ୍ରାଇମ ବଢିଛି । ମେ ମାସରେ ରାଜ୍ୟରେ ୧ କୋଟି ୪୦ ଲକ୍ଷ ଟଙ୍କା ଠକେଇ ହୋଇଛି । କେବଳ ଭୁବନେଶ୍ୱରରେ ୭୦ ଲକ୍ଷ ୭୮ ହଜାର ଟଙ୍କା ଠକିଛନ୍ତି ସାଇବର ଅପରାଧୀ । ଠକଙ୍କଠାରୁ ୧୨ ଲକ୍ଷ ୫ ହଜାର ଟଙ୍କା ଉଦ୍ଧାର କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ…

ସାଇବର ଅପରାଧ ରୋକିବା ପାଇଁ କମିଶନରେଟ ପୋଲିସ ଜାରି କଲା ହେଲପଲାଇନ ନମ୍ବର

ଭୁବନେଶ୍ୱର- ସାଇବର ଅପରାଧ ରୋକିବାକୁ ଜାରି ହୋଇଛି ହେଲପଲାଇନ ନମ୍ବର । ଏହି ନମ୍ବର ହେଲା- ୭୪୪୦୦୦୬୭୦୯ । ଠକଙ୍କ ମୋବାଇଲ ନମ୍ବର ବ୍ଲକ ସହ ଆକାଉଂଟ ଖୋଲିଲେ ବ୍ଲକ୍ କରିଦିଆଯିବ । ଠକେଇ ଟଙ୍କା କୁଆଡେ ଯାଉଛି ଓ କୋଉ ଆକାଉଂଟକୁୁ ଯାଉଛି , ତାହା ଧରିବୁ ବୋଲି କମିଶନରେଟ ପୋଲିସ କହିଛି । ଠକେଇ…

ପୋଲିସ କମିଶନରେଟ୍‌ର ପ୍ରତିଷ୍ଠା ଦିବସ : ପେଷାଦାର ଆଭିମୁଖ୍ୟ ଉପରେ ଡିଜିପିଙ୍କ ଗୁରୁତ୍ୱ, ଭୁବନେଶ୍ୱରରେ ସିସିଟିଭି ମାନ…

ଭୁବନେଶ୍ୱର- ଆଜି ହେଉଛି ଭୁବନେଶ୍ୱର-କଟକ ପୋଲିସ କମିଶନରେଟର ପ୍ରତିଷ୍ଠା ଦିବସ । ଏହି ଅବସରରେ ଉଦବୋଧନ ଦେଇ ପୋଲିସ ଡିଜି ଅଭୟ କହିଛନ୍ତି ଯେ, ମାମଲାର ତଦନ୍ତକୁ ଗୁରୁତ୍ୱ ଦିଆଯିବ । ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ପୋଲିସ ନିଜର କର୍ତ୍ତବ…

ସ୍କାଏ କିଙ୍ଗ୍ ଠକେଇ ମାମଲାରେ ଆକାଶଙ୍କ ରିମାଣ୍ଡ ଅବଧି ଶେଷ, ଉଦ୍ଦେଶ୍ୟ ପୂରଣ ହୋଇଥିବା କହିଲେ ଡିସିପି

ଭୁବନେଶ୍ୱର – ଟ୍ରାଭେଲ ଏଜେନସୀ ସ୍କାଏ କିଙ୍ଗକୁ ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଆକାଶ ପାଠକଙ୍କ ୪ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି । କମିଶନରେଟ ପୋଲିସ, ଆକାଶଙ୍କୁ ରିମାଣ୍ଡରେ ନେଇଥିଲା । ଯେଉଁ ଉଦ୍ଦେଶ୍ୟ ରଖି ଆକାଶଙ୍କୁ ରିମାଣ୍ଡରେ ଅଣାଯାଇଥଲା, ସେହି ଉଦ୍ଦେଶ୍ୟ ପୂରଣ ହୋଇଛି ବୋଲି…

ସାଇବର ଠକେଇ ନେଇ ପୋଲିସ କମିଶନରଙ୍କ ସୂଚନା : ଝାଡଖଣ୍ଡର ଜମତରା ଗ୍ୟାଙ୍ଗ୍‌ର ଓଡିଶା ଲିଙ୍କ୍ ନାହିଁ

ଭୁବନେଶ୍ୱର-ସାଇବର ଠକେଇରେ ଲିପ୍ତ ଥିବା ଝାଡଖଣ୍ଡର ଜମତରା ଗ୍ୟାଙ୍ଗ ପ୍ରସଙ୍ଗରେ ପୋଲିସ କମିଶନର ସୁଧାଂଶ ଷଡଙ୍ଗୀ କହିଛନ୍ତି ଯେ, ରାଜ୍ୟରେ ଏହି ଗ୍ୟାଙ୍ଗର ଲିଙ୍କ୍ ନାହିଁ । କିନ୍ତୁ ସାଇବର ଠକେଇ ବିରୋଧରେ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ପୋଲିସ କମିଶନର କହିଛନ୍ତି ଯେ, ଜମତରା…

ଚୋରା ବନ୍ଧୁକ ମିଳିବା ଘଟଣା, ଧଳସାମନ୍ତ ଭ୍ରାତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ କମିଶନରେଟ ପୋଲିସ

କଟକ- ଧଳସାମନ୍ତ ଭ୍ରାତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବା କମିଶନରେଟ ପୋଲିସ । ଧଳସାମନ୍ତ ଭ୍ରାତାଙ୍କ ସିଡିଏ ସ୍ଥିତ ବାସଭବନରେ ଚଢାଉ କରାଯାଇ ୧୬ଟି ଚୋରା ବନ୍ଧୁକ ଓ ୧୦୯୫ଟି ଗୁଳି ଜବତ କରାଯାଇଥିଲା । ୨୦୧୬ରେ ଗିରଫ ପୂର୍ବରୁ ଦୁଇ ଭାଇ ଏହାକୁ ଲୁଚାଇ ରଖିଥିଲେ ବୋଲି ପୋଲିସ…

ଆକାଶ ପାଠକଙ୍କ ବାବଦରେ ଟାଟା କଂପାନିକୁ ଚିଠି ଲେଖିଲା କମିଶନରେଟ ପୋଲିସ

ଭୁବନେଶ୍ୱର-ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଟାଟା ମୋଟର୍ସର ଏମଡି କି ନାହିଁ, ତାହା ଜାଣିବାକୁ କଂପାନିକୁ ଚିଠି ଲେଖିଛି କମିଶନରେଟ ପୋଲିସ । ଭୁବନେଶ୍ୱର ଖାରବେଳନଗର ଥାନା ପକ୍ଷରୁ ଏହି ଚିଠି ଲେଖାଯାଇଛି । ନିଜକୁ ଟାଟା ମୋଟର୍ସର ଏମଡି କହି ସ୍କାଏକିଙ୍ଗ୍ ଟ୍ରାଭେଲ ସଂସ୍ଥାକୁ…