Browsing Tag

Farmers’ Protest

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରକୁ ଘେରିଲେ ସସ୍ମିତ ପାତ୍ର, କହିଲେ ଭୁଆଁ ବୁଲାଉଛି ବିଜେପି

ନୂଆଦିଲ୍ଲୀ – ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛି ବିଜେଡି । ରାଜ୍ୟସଭାରେ ଏ ପ୍ରସଙ୍ଗ ଉଠାଇ ବିଜେଡି ସଦସ୍ୟ ଡକ୍ଟର ସସ୍ମିତ ପାତ୍ର କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ କଡା ସମାଲୋଚନା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର…

କୃଷକ ଆନ୍ଦୋଳନ ପ୍ରସଙ୍ଗରେ ରାଜ୍ୟସଭାରେ ସରକାରଙ୍କୁ ଘେରିଲେ ବିରୋଧୀ, କୃଷି ଆଇନ ପ୍ରତ୍ୟାହାର ଦାବି କଲେ

ନୂଆଦିଲ୍ଲୀ - ରାଜ୍ୟସଭାରେ ଆଜି ବିରୋଧୀ ପୁଣିଥରେ କୃଷକ ଆନ୍ଦୋଳନ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ଏବଂ ଏହି ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ବିଭିନ୍ନ ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ଜାନୁଆରୀ ୨୬ରେ ଲାଲ୍ କିଲ୍ଲାରେ ଜାତୀୟ ପତାକାକୁ ଅପମାନିତ କରିବା ଘଟଣାର ତଦନ୍ତ କରିବା…

ଚାଷୀ ଆନ୍ଦୋଳନ: ସମାଲୋଚନା ପରେ ରାସ୍ତାରୁ ଲୁହାକଣ୍ଟା ବାହାର କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ଚାଷୀମାନଙ୍କୁ ଅଟକାଇବା ଲାଗି ଗାଜିପୁର, ସିଂଘୁ ଆଦି ଦିଲ୍ଲୀର ସୀମାନ୍ତ ଅଞ୍ଚଳରେ ପୋଲିସ ତରଫରୁ ତାରବାଡ଼, କଙ୍କ୍ରିଟ୍ ବ୍ୟାରିକେଡ୍ କରାଯିବା ସହ ରାସ୍ତାରେ ଲୁହା କଣ୍ଟା ପୋତା ଯାଇଥିଲା । ତେବେ ଦିଲ୍ଲୀ ପୋଲିସର ଏଭଳି ପଦକ୍ଷେପକୁ…

ଟ୍ୱିଟରକୁ କେନ୍ଦ୍ର ସରକାରଙ୍କ ନୋଟିସ୍‌, ଚାଷୀ ଆନ୍ଦୋଳନ ସହ ଜଡିତ ଆକାଉଣ୍ଟ୍ ବ୍ଲକ୍ ନ କଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ – ଚାଷୀ ଆନ୍ଦୋଳନ ସହ ଜଡିତ ଆକାଉଣ୍ଟ୍ ବନ୍ଦ କରିବାକୁ ଟ୍ୱିଟରକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ପାଳନ ନ କରାଗଲେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ୱିଟରକୁ ସରକାରଙ୍କ ତରଫରୁ ଜାରି ନୋଟିସରେ କୁହାଯାଇଛି । କିଛି ଦିନ ତଳେ ଚାଷୀ…

ଚାଷୀ ଆନ୍ଦୋଳନକୁ ପପ୍ ତାରକା ରିହାନାଙ୍କ ସମର୍ଥନ, ଇଣ୍ଟରନେଟ୍ ସେବା ବନ୍ଦ ନେଇ ପ୍ରଶ୍ନ ଉଠାଇଲେ

ନୂଆଦିଲ୍ଲୀ - ପ୍ରାୟ ୭୦ ଦିନ ଧରି କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଚାଲିଛି। ଏହି ଆନ୍ଦୋଳନ ଏବେ ଆନ୍ତର୍ଜାତୀୟ ସ୍ତରରେ ବି ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ଖ୍ୟାତନାମା ପପ୍ ଗାୟିକା ତଥା ହଲିଉଡ୍ ଅଭିନେତ୍ରୀ ରିହାନା ଚାଷୀ ଆନ୍ଦୋଳନ ସମର୍ଥନରେ ଆଗେଇ ଆସିଛନ୍ତି। ନିକଟରେ ଯେତେବେଳେ…

କୃଷି ଆଇନ ନେଇ ସରକାରଙ୍କ ପ୍ରସ୍ତାବ ଏବେ ବି ବଳବତ୍ତର ରହିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ - କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ଚାଷୀଙ୍କ ସହ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ । କୃଷି ଆଇନ ନେଇ ଚାଷୀମାନଙ୍କୁ ଦିଆଯାଇଥିବା ସରକାରଙ୍କ ପ୍ରସ୍ତାବ ଏବେ ବି ବଳବତ୍ତର ରହିଛି ବୋଲି ଆଜି ଏକ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।…

ଚାଷୀଙ୍କ ଆନ୍ଦୋଳନ ସ୍ଥଳରେ ଦୁଇ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କଲେ ସରକାର

ନୂଆଦିଲ୍ଲୀ - କୃଷି ଆଇନ ବିରୋଧରେ ଚାଷୀମାନଙ୍କ ଆନ୍ଦୋଳନ ୬୬ତମ ଦିନରେ ପହଞ୍ଚିଛି । ତେେ ଗତ ଚାରି ଦିନରେ ଦୁଇଥର ହିଂସା ପରେ ଆନ୍ଦୋଳନରତ ଚାଷୀଙ୍କ ବିରୋଧରେ କେନ୍ଦ୍ର ସରକାର ଓ ପୋଲିସ ତରଫରୁ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏବେ ଚାଷୀମାନଙ୍କ ପ୍ରମୁଖ ଆନ୍ଦୋଳନ ସ୍ଥଳରେ ଇଣ୍ଟରନେଟ୍ ସେବା…

ଚାଷୀ ଆନ୍ଦୋଳନ: ଆଜି ଉପବାସ ‌ରହି ଟ୍ରାକ୍ଟର ରାଲି ହିଂସାର ପ୍ରାୟଶ୍ଚିତ କରିବେ ଚାଷୀ

ନୂଆଦିଲ୍ଲୀ - ଆଜି କୃଷି ନିୟମ ବିରୋଧରେ ଚାଷୀ ଆନ୍ଦୋଳନର ୬୬ତମ ଦିନ । କିନ୍ତୁ ଗତ ୪ ଦିନରେ ୨ ଥର ହିଂସା ପରେ ଏହି ଆନ୍ଦୋଳନ ଏକ ନୂଆ ମୋଡ଼ ନେଇଛି। ସିଙ୍ଘୁ ସୀମା ସହିତ ଗାଜୀପୁର ମଧ୍ୟ ଏହି ଆନ୍ଦୋଳନର ଏକ ବଡ଼ ବିନ୍ଦୁ ପାଲଟିଛି । କାରଣ ୟୁପିର ଆହୁରି ହଜାର ହଜାର କୃଷକ ଆଜି ଗାଜିପୁର…